Jump to content

ଝୁଣ୍ଟା ମାରିବା

ଉଇକିଅଭିଧାନ‌ରୁ

ଝୁଣ୍ଟା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ରାଜା ଆଦିଙ୍କୁ ନାମ ଉଚ୍ଚାରଣପୂର୍ବକ ଗୋଟିଏ ବାଉଁଶ ଅଗରେ ପୁଳାଏ କୁଟା ଗୁଡ଼ାଇ କୌଣସି ଜମିରେ ବା ପଦାର୍ଥ (ଯଥା—ଫଲସ) ନିକଟରେ ଉକ୍ତ ବାଉଁଶକୁ ପୋତିବା (ଏଥିରେ ଉଦ୍ଦେଶ୍ୟ ଏହି କି, ଉକ୍ତ ଜମିରେ ବା ପଦାର୍ଥରେ ନାମୋଚାରିତ ବ୍ୟକ୍ତିଙ୍କ୍ ବିନା ଆଦେଶରେ କେହି ହସ୍ତକ୍ଷେପ କରିବେ ନାହିଁ)