ଝୁଣ୍ଟି
ଦେଖଣା
ଝୁଣ୍ଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝୁଣ୍ଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉତ୍ସବ ଓ ବିବାହାଦି ଉପଲକ୍ଷେ ପିଠୋଉରେ ଘରେ ଓ ଘର ବାହାରେ କାନ୍ଥରେ କରାଯିବା ଚିତ୍ରମାନ; ଝୋଟି — Figures drawn on the walls and floors of the house on festive occasions.
ସର୍ଜନା କଳ୍ପଣା ଝୁଣ୍ଟି ଅଳ୍ପଣା ହୋଇଛି—ପ୍ରାଚୀ, ବ୍ରହ୍ମନିରୂପଣଗୀତା
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - କୁଟ; ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଏହି ଶବ୍ଦ)
[ସମ୍ପାଦନା]- ୧. ମସ୍ତକର ଚୂଡ଼ା; ଚୁଟି; ମୁଣ୍ଡର ଗଣ୍ଠି — ୧. A knot of hair on the head; chignon.
- ୨. ଷଣ୍ଢ, ଓଟ ଆଦିଙ୍କ ଚୂଳ ବା ଚୂଡ଼ା — ୨. Tuft or protuberance on the shoulder of the bull or camel.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ସକାଳୁ ଦୁଆରେ ଗୋବର ପାଣି ଛିଞ୍ଚିବା — Sprinkling of water mixed with cowdung in the courtyard every morning.