ଝୁଣ୍ଟିଆ
ଦେଖଣା
ଝୁଣ୍ଟିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀମାନେ ଗୋଡ଼ର ମଝି ଆଙ୍ଗୁଠିରେ ପିନ୍ଧିବା ମୁଦ୍ରିକାଯୁକ୍ତ ଝଣ ଝଣ ଶବ୍ଦକାରୀ ଅଳଙ୍କାରବିଶେଷ — Tinkling ring for the ୨nd fingers of the leg; a ring (making a sound) worn by females on the small fingers of the leg.
ଝୁମୁଝୁମୁ ବଡାଇ ଝୁଣ୍ଟିଆ ଧୀରା—ଗୋଲୋକ. ଇନ୍ଦୁରେଖା
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଗୋଡ଼ର ବୁଢ଼ା ଆଙ୍ଗୁଠିରେ ପିନ୍ଧା— ଯିବା ମୁଦି; ଚୁଟୁକୀ —A ring worn by females on the thumb.