ଝୁପ୍ଝାପ୍
ଝପ୍ଝପ୍ (ଦେଖ) - Jhap-jhap (See)
ନାଆ ଉପରୁ ମଙ୍ଗଧରା, ବାହାଣିଆ, ବାଟକଢ଼ା, ସବୁଗୁଡ଼ାକ ଝୁପ୍ଝାପ୍ କରି ନଈରେ ପଡ଼ିଗଲେ ଫକୀରମୋହନ. ଗଳ୍ପସ୍ୱଳ୍ପ