ଝୁମା
ଦେଖଣା
ଝୁମା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୂର୍ଣ୍ଣ; ସଂସ୍କୃତ - ଝମ୍ପ)
[ସମ୍ପାଦନା]- ୧. ମୂର୍ଚ୍ଛା; ଭ୍ରମ — ୧. Fainting; swoon; stupor.
- ୨. ନିଶା ଭୋଳରେ ଟଳିବା — ୨. Reeling with intoxication.
- ୩. ନିଦ ଭୋଳରେ ଟଳିବା — ୩. Reeling with drowsiness.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଝୁମ୍ରା (ଦେଖ) - Jhumrā (See)