ଝୁମିବା
ଦେଖଣା
ଝୁମିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝୁମାଇବା, ଝୁମେଇବଅନ୍ୟରୂପ
ଦେଶଜ - କ୍ରି. (ସଂସ୍କୃତ - ଘୂର୍ଣ୍ଣ)
[ସମ୍ପାଦନା]- ୧. ମୂର୍ଚ୍ଛା ବା ଭ୍ରମରେ ମୁଣ୍ଡ ବୁଲାଇବା — ୧. To reel; to feel giddy.
ସଂଶପ୍ତକ ଶରେ ଦେହରୁ ଝାଳ ଗଳି ପଡ଼ନ୍ତେ ରଥେ ଝୁମି ରହିଲେ ବନମାଳୀ— କୃଷ୍ଣସିଂହ. ମହାଭାରତ. ଦ୍ରୋଣ
- ୨. ଘୁମାଇବା; ଢୁଳାଇବା —୨. To doze.
ଝୁମି ଝୁମି ଲୁଠି ତଳେ ରସାର—କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ. ଗୀତ
- ୩. ଯୁଦ୍ଧ କରିବା —୩. To fight.
ଝୁମି କାମବାଣେ ଝିଣି ଦେବି ସିନା—କବିସୂର୍ଯ୍ୟ, ତୂମ୍ପା ଗୀତ