Jump to content

ଝୁମୁକି

ଉଇକିଅଭିଧାନ‌ରୁ

ଝୁମୁକି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନାଚିବା ସମୟରେ ଗୋଡ଼ରେ ବନ୍ଧା ଯିବା ଘୂଙ୍ଗୁର ବା ଘାଗୁଡ଼ି —Tinkling bells strung together and worn round the ankle of dancers.