Jump to content

ଝୁମୁକି କଠଉ

ଉଇକିଅଭିଧାନ‌ରୁ

ଝୁମୁକି କଠଉ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଘୂଙ୍ଗୁର ଲାଗିଥିବା କାଷ୍ଠ ପାଦୁକା — Wooden sandals with tinkling bells attached to them.

ମୂହିଁ ମାଡ଼ିଥିବା ଝୁମୁକି କଠଉ ଶବଦ ଶୁଣାଉଥିବି—ଢଗ