Jump to content

ଝୁମ୍ପୁଡ଼ି

ଉଇକିଅଭିଧାନ‌ରୁ

ଝୁମ୍ପୁଡ଼ି

ଉଚ୍ଚାରଣ

[ସମ୍ପାଦନା]

(ଝୁମ୍ପୁଡ଼ି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବନ୍ୟ ଗୁଳ୍ମବିଶେଷ — ୧. A kind of wild plant.

[ ଦ୍ର—ଏହାର ଫୁଲ ଚତୁର୍ଦ୍ଦଳ ଏବଂ ପତ୍ର ପରି ସବଜା ବର୍ଣ୍ଣ ଏହା ବର୍ଷା ଦିନେ ଫୁଟେ ଫୁଲ ଭିତରେ କାଇଞ୍ଚ ଆକାରର ଗୋଟିଏ ମଞ୍ଜି ଥାଏ ଏ ଗଛ ୩୪: ହାତ ଉଚ୍ଚ

ହୁଏ ଏହା କଣ୍ଟକମୟ; ଏହାର ଦରମୁକୁଳିତ ଫୁଲକୁ ଲୋକେ ଶାଗ କରି ଖାଆନ୍ତି] 
୨. ଝାମ୍ପୁଡ଼ା ବା ବିସ୍ତୁତାଗ୍ର ଗୁଳ୍ମ — ୨. Small bushy plant.

ଅନୁବାଦ

[ସମ୍ପାଦନା]
୩. କ୍ଷୁଦ୍ର ବୁଦା —୩. Bush; shrub.
୪. ଋଷିମାନଙ୍କ ଆଶ୍ରୟ ନିମନ୍ତେ କରାଯିବା ଛାୟା; ପର୍ଣ୍ଣଶାଳା —୪. Shed made of leaves and branches.
୫. କୁଡ଼ିଆ —୫. Cottage; cabin; hut.