Jump to content

ଝୁରି

ଉଇକିଅଭିଧାନ‌ରୁ

ଝୁରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଛୋଟ ଛୋଟ ଜାଳ କାଠ — Twigs for fuel.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]
୧. କ୍ଷୁଦ୍ର ଗଛ —୧. Plant.
୨. ଚୂନା —୨. Powder.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଛୋଟ ମାଛ; ଚୂନାମାଛ — Small fish (e.g. fry).;

ଚିଙ୍ଗଡ଼ି ଝୁରିର ଝୋଳ ଢ଼ଗ

ପ୍ରାଦେଶିକ - (ଗଞ୍ଜାମ) ବୈଦେଶିକ - (ତେଲୁଗୁ - ) ବିଶେଷ୍ୟ -

[ସମ୍ପାଦନା]

ଠାକୁରାଣୀଙ୍କ ଆଗରେ କୁକୁଡ଼ା ଆଦି ବଳି ଦେବା ଉପଲକ୍ଷରେ ଠାକୁରାଣୀଙ୍କ ନାମରେ ତାଙ୍କ ଆଗେ ଟିକିଏ ମଦ ତଳେ ଢ଼ାଳି ଦେବା —An oblation of wine made to a village-Goddess on the occasion of killing a victim.