Jump to content

ଝୁଲଙ୍ଗୋ

ଉଇକିଅଭିଧାନ‌ରୁ

ଝୁଲଙ୍ଗୋ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ସଂସ୍କୃତ - ଦୁଳ ଧାତୁ)

[ସମ୍ପାଦନା]

ଶ୍ମଥ; ହୁଗୁଳା — Loose; slack.

(ଯଥା— ଖଟର ଆଟନ୍ ଭଲ ଭିଡ଼ା ହୋଇ ନ ଥିବାରୁ ଖଟଟି ଝୁଲଙ୍ଗୋ ହୋଇଗଲା)