Jump to content

ଝୁଲଣା

ଉଇକିଅଭିଧାନ‌ରୁ

ଝୁଲଣା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୋଳନ)

[ସମ୍ପାଦନା]
୧. ଝୁମ୍ପା; ଫୁଲି — ୧. Tassel.
୨. ଦୋଳି —୨. Cradle; a swing.

ଝରା ବଉଳା ରତ୍ନ ରଜେ ଝୁଲଣା ରାଧାକୃଷ୍ଣ ଯେ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି