Jump to content

ଝୁଲି

ଉଇକିଅଭିଧାନ‌ରୁ

ଝୁଲି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ; ବେକରେ ଏହା ଝୁଲୁଥିବା (ହେତୁ)

[ସମ୍ପାଦନା]
୧. ବୈଷ୍ଣବମାନଙ୍କର ମାଳି ଜପିବାର ମୁଣି; କୋଥଲି — ୧. Satchel; a wallet containing rosary.

[ଦ୍ରଷ୍ଟବ୍ୟ — ଏଥିରେ ଜପମାଳି ଓ ତିଲକଆଦି ଥାଏ]

୨. ମୁଣ୍ଡା; ମୁଣି —୨. A pouch; a wallet.
୩. ଭିକ୍ଷୁକର ମୁଣି —୩. Beggar's wallet.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଡବଲ ଅହ୍ୟା; ଦୁଇଧାଡ଼ି ହାଣ୍ଡି ବସିବା ଅହ୍ୟା ବା ଲମ୍ୱଚୁଲି —୧. A long over on which ୨ rows of pots can be set at a time.

[ଦ୍ରଷ୍ଟବ୍ୟ — ଖନ୍ଦାରେ ଧାଡ଼ିଏ ମାତ୍ର ହାଣ୍ଡି ବସେ]

୨. ଝିପା (ଦେଖ) - —୨. Jhipā (See)