Jump to content

ଝୋଟ

ଉଇକିଅଭିଧାନ‌ରୁ

ଝୋଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୁଟ=କେଶ ଜଟା)

[ସମ୍ପାଦନା]

ନଳିତା ବା କାଉଁରିଆ ନାମକ ଗୁଳ୍ମର ଛାଲ ବା ବଳକାରୁ ଉତ୍ପନ୍ନ ଶୁକ୍ଲ ଓ ଦାହ୍ୟ ତନ୍ତୁବିଶେଷ — Jute; the coarse strong fibre of the East Indian Corchorus Olitorius; Corchorus Capsularis.