ଝୋଟି କୁଟା
ବନ୍ୟ ବୃକ୍ଷବିଶେଷ — A kind of wild tree.
[ଦ୍ରଷ୍ଟବ୍ୟ —ଏହାର ସମୂଳ ପତ୍ରର କଳ୍ୱ କିନ୍ତୁଳୀ ରସ ସହିତ ସେବନକଲେ ଜ୍ୱର ବିନଷ୍ଟ ହୁଏ ଏ ଗଛର ରସ ଗର୍ଭୋତ୍ପାଦକ, ମେହନିବାରକ, ସଦ୍ୟୋବ୍ରଣନାଶକ—ଦ୍ରବ୍ୟଗୁଣ କଳ୍ପଦ୍ରୁମ]