ଝୋଲି
ଦେଖଣା
ଝୋଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ)
[ସମ୍ପାଦନା]- ୧. ଛୋଟ ମୁଣା; ମୁଣି; ଛୋଟ ଝୋଲା — ୧. Small bag or sack; pouch; satchel.
- ୨. ଛୋଟ ମୁଣା; ଭକ୍ତମାନେ ଯେଉଁ ମୁଣିରେ ଜପମାଳାଦି ରଖି ତାକୁ ହାତରେ ଝୁଲାଇ ତହିଁ ମଧ୍ୟରେ ହାତ ପୂରାଇ ମାଳି ଜପନ୍ତି —୨. A bead-teller's wallet.
ବଙ୍ଗାଳୀ ବରତ ଥାଳୀ ସେ ମୋର ତ ନାମ ଗଳାରତ ଦୁଃଖ—ଝୋଲି ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି