Jump to content

ଝୋଲିଆ

ଉଇକିଅଭିଧାନ‌ରୁ

ଝୋଲିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ତିଅଣରେ ବେଶି ପରିମାଣରେ ଝୋଳ ଥାଏ —Soupy (curry).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରସ ଯୁକ୍ତ ଖାଦ୍ୟ — Juicy or savoury food (Grundy).