ଟଁ ଟଁ
ଦେଖଣା
ଟଁ ଟଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟଁ ଟଁ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. (ବ୍ୟଙ୍ଗ) ପୂର୍ଣ୍ଣମାତ୍ରାରେ; ସମ୍ପୂର୍ଣ୍ଣରୂପେ — ୧. Fully; completly.
(ଯଥା— ସେ ଟଁ ଟଁ କରି ପାଠ ପଢ଼ି ପକାଇବ)
- ୨. ଟଁ ଟଁ ଶବ୍ଦକରି (ଯଥା— ଅଧୋବାୟୂ ନିଃସରମ ଶବ୍ଦ) — ୨. Making a long 'tañ' sound.
(ଯଥା— ଟଁ ଟଁ ଶବ୍ଦଠାରୂ ଟୂଁ ଟାଁ ଅନୂଚ୍ଚସ୍ୱର)
ବିଣ—(ବ୍ୟଙ୍ଗ)
[ସମ୍ପାଦନା]- ୧. ପୂର୍ଣ୍ଣ —୧. Full.
- ୨. ପର୍ଯ୍ୟାପ୍ତ —୨. Abundant.
(ଯଥା—ମୋ ଠେଇଁ ଟଙ୍କା ଟଁ ଟଁ ହଉଛି)
- ୩. ଚରିତାର୍ଥ; ବୃତାର୍ଥ; ସମ୍ପୂର୍ଣ୍ଣରୂପେ ସନ୍ତୁଷ୍ଟ — ୩. Fully satisfied or satiated.
(ଯଥା—ମୁଁ ଖାଇକରି ଟଁ ଟଁ ହେଇଗଲି)