ଟକ୍ଟକ୍

ଉଇକିଅଭିଧାନ‌ରୁ

ଟକ୍ଟକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୂକରଣ)[ସମ୍ପାଦନା]

୧. ଭାତ ଫୂଟିବାର ଶବ୍ଦ — ୧. Bubbling sound; sound of boiling rice.
୨. ଠକ ଠକ ଶବ୍ଦ — ୨. Rapping sound; tapping sound.
୩. ହାତ ଗୋଡ଼ର ଆଙ୍ଗୂଠି ଫୂଟିବାର ଶବ୍ଦ — ୩. Cracking sound of the finger-joints when twisted.

[ ଦ୍ର— ହାତଗୋଡ଼ ମୋଡ଼ିବା ସମୟରେ ହାତ ଓ ଗୋଡ଼ର ଆଙ୍ଗୂଠିମାନଙ୍କୁ ମୋଡ଼ିଦେଲେ ଆଙ୍ଗୁଠିର ଗଣ୍ଠିମାନ ଟକ୍ ଟକ୍ ଫୁଟିବାର ଶବ୍ଦ ଶୁଣାଯାଏ ଚାଲିବା ସମୟରେ କାହାରି କାହାରି ଗୋଡ଼ ଆଙ୍ଗୂଠିର ଗଣ୍ଠିମାନ ଟକ୍ ଟକ୍ ଶବ୍ଦ କରେ]

୪. କଳ ଘଡ଼ି ବା କାନ୍ଥ ଘଣ୍ଟାର ପେଣ୍ଡୂଲମ୍ ହଇବା ସମୟରେ ଶୁଣାଯିବା ଶବ୍ଦ —Ticking sound of a clock or time-piece.
୫. ଧକ ଧକ; ପୂଜପୂର୍ଣ୍ଣ ବଥ ଓ ଘାଆ ଆଦିର ବ୍ୟଥା — ୫. Trobbing or smarting pain of a boil or wound when filled with pus.

ଦେଶଜ - କ୍ରି. ବିଶେଷଣ -[ସମ୍ପାଦନା]

ଚଞ୍ଚଳ ଚଞ୍ଚଳ ଉପର୍ଯ୍ୟୂପରି — In quick succession.