ଟକ୍ଟକ୍ ହେବା

ଉଇକିଅଭିଧାନ‌ରୁ

ଟକ୍ଟକ୍ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. (ବ୍ରଣ ଓ କାଛୁ ଆଦି) ପାଚି ଯାଇ ପାଟିଯିବା ପୂର୍ବରୁ ବେଦନାଯୁକ୍ତ ହେବା; (ଘାଆ) ବ୍ୟଥାଯୁକ୍ତ ହେବା —(a tumour or boil) To become very painful owing to accumulation of pus before bursting.
୨. କୌଣସି ଗୁପ୍ତ କଥା ପ୍ରକାଶ କରିବା ନିମନ୍ତେ ଅଧୀର ବା ବ୍ୟଗ୍ର ହେବା —To be impatient to speak or babble out a secret.
୩. କୌଣସି ଲୋଭନୀୟ ବସ୍ତୁ ଖାଇବା ନିମନ୍ତେ ଅତ୍ୟନ୍ତ ଲାଳାୟିତ ହେବା; ଲାଳଚେଇବା — ୩. To be eager or impatient to eat some particular articles; to hanker after or have a vehement hankering for some dainty food.
୪. ଖାଇବା ପାଇଁ ଅତ୍ୟନ୍ତ ବ୍ୟଗ୍ର ବା ଚଞ୍ଚଳହେବା — ୪. To be impatient for eating.
୫. ଘଡ଼ି ଆଦି ଠକ ଠକ ହୋଇ ବାଜିବା — ୫. To tick like a watch or clock.