Jump to content

ଟକ ଲାଗିବା

ଉଇକିଅଭିଧାନ‌ରୁ

ଟକ ଲାଗିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଥରେ ଚାଖିବା ପରେ କୌଣସି ବ୍ୟକ୍ତିର କୌଣସି ଖାଦ୍ୟ ପଦାର୍ଥ ପ୍ରତି ବଳବତୀ ଲାଳସା ଜାତ ହେବା —Inordinate desire or hankering after a perticular article of food after once tasting it.

(ଯଥା—ମୋର ଆମ୍ୱରେ ଭାରି ଟକ ଲାଗିଛି)