ଟଙ୍କାର

ଉଇକିଅଭିଧାନ‌ରୁ

ଟଙ୍କାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଟନ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ. ଅ)[ସମ୍ପାଦନା]

୧. ଧନୁ ଓଟାରି ଛାଡ଼ିବାର ଟଂ ଟଂ ଶବ୍ଦ; ଧନୂକର ଜ୍ୟା ଶବ୍ଦ —୧. The twang of a bow-string
୨. ହାତରେ ଆଙ୍ଗୁଠି ମାରିବା ଶବ୍ଦ — ୨. The sound produced by striking a string.
୩. ଟଂ ଟଂ ଶବ୍ଦ; ଠଣ ଠଣ ଶବ୍ଦ; ଧାତୁଖଣ୍ଡରେ ଆଘାତ କରିବାଦ୍ୱାରା ଉତ୍ପନ୍ନ ଶବ୍ଦ —୩. Metallic clang.
୪. ଯଶଃ; ଖ୍ୟାତି —୪. Fame; reputation.
୫. ବିସ୍ମୟ; ଆଶ୍ଚର୍ଯ୍ୟ —୫. Suprise; wonder.

ବିଶେଷଣ -[ସମ୍ପାଦନା]

ଟଙ୍କାରଯୁକ୍ତ; ଟଙ୍କାର ଶବ୍ଦଯୁକ୍ତ —Twaṇging.