Jump to content

ଟଙ୍କା ଗଣିବା

ଉଇକିଅଭିଧାନ‌ରୁ

ଟଙ୍କା ଗଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୁଦ୍ରାକୁ ସୁମାରି କରିବା — ୧. To count monry.
୨. (ଲକ୍ଷଣାର୍ଥ) ନଗଦ ଅର୍ଥ ବା ମୁଦ୍ରା ଦେବା — ୨. (figurative) To pay cash.

(ଯଥା—ଆମ ଗ୍ରାମରେ ରାମ ସାହୁ ଦଶ ହଜାର ଟଙ୍କା ଗଣିଦବ)

୩. ଧନ ବ୍ୟୟ କରିବା —୩. To spend money.

(ଯଥା—ବୃଥା ପୁଳିଏ ଟଙ୍କା ଗଣି ମୁଁ ପୁଅକୁ ପଢ଼େଇଲି)