ଟଙ୍କା ବନ୍ଧାଇବା
ଟଙ୍କା ବନ୍ଧାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଟଙ୍କା ବନ୍ଧାଇବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଆପଣା ପାଖରେ ଥିବା ପଇସା ଓ ରୋଜକିମାନଙ୍କୁ ବଦଳାଇ ସେହି ମୂଲ୍ୟରେ ଟଙ୍କା ଆଣିବା — ୧. To get pice and other small coins changed into rupees.
- ୨. ଆପଣା ପାଖରେ ଥିବା ଟଙ୍କାମାନଙ୍କୁ ବଦଳାଇ ତଦ୍ୱିନିମୟରେ ମୋହର ବା କରେନ୍ସି ନୋଟ୍ ଆଣିବା —୨. To get rupees changed into gold coins or currency notes.