Jump to content

ଟଙ୍କା ଭଙ୍ଗେଇ

ଉଇକିଅଭିଧାନ‌ରୁ

ଟଙ୍କା ଭଙ୍ଗେଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଟଙ୍କାକୁ କ୍ଷୁଦ୍ରତର ମୁଦ୍ରାରେ ବଦଳ କରାଇବା କର୍ମ —୧. Change of a rupee into small coins.
୨. ଟଙ୍କା ପରିବର୍ତ୍ତେ କ୍ଷୁଦ୍ରତର ମୁଦ୍ରା ବଦଳାଇ ଦେବାବାଲା ବ୍ୟକ୍ତିକୁ ଯେଉଁ କମିସନ୍ ବା ବଟି ଦିଆଯାଏ — ୨. Commission paid for getting a rupee exchanged in to small coins.