Jump to content

ଟଙ୍କା ରକ୍ମୀ ଜମା

ଉଇକିଅଭିଧାନ‌ରୁ

ଟଙ୍କା ରକ୍ମୀ ଜମା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜମିଉପରେ ଧାର୍ଯ୍ୟହେବା କାଳ୍ପନିକ ଖଜଣା —An imagmary assessment of rent on holdings.

[ଦ୍ରଷ୍ଟବ୍ୟ —ମୋଗଲ୍ ମାନଙ୍କ କାଗଜପତ୍ରରେ ତୋଡ଼ରମଲଙ୍କ ଓଡ଼ିଶାରେ ଭୂରାଜସ୍ୱ ବନ୍ଦୋବସ୍ତ ସମ୍ପର୍କରେ ଦୁଇପ୍ରାକାର ଜମାର ଉଲ୍ଲେଖ ଥିଲା 'ଟଙ୍କାରକ୍ମୀ' ଟଙ୍କାରେ ଏବଂ ଦ୍ୱିତୀୟଟି 'ତକ୍ ସିର୍' କଉଡ଼ିରେ ପ୍ରକାଶିତ ହେଉଥିଲା ପ୍ରଥମଟି କାଳ୍ପନିକ ଏବଂ ଦ୍ୱିତୀୟଟି ସଂଶୋଧିତ ଜମା ଜଗବନ୍ଧୁ. ପ୍ରାଚୀନ ଉତ୍କଳ]