ଟଙ୍କିଛାଡ଼ ପରୁଆନା

ଉଇକିଅଭିଧାନ‌ରୁ

ଟଙ୍କିଛାଡ଼ ପରୁଆନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଟଙ୍କି ଛାଡ଼ ପରବାନା, ଟଙ୍କିଛାଡ଼ ପରବାନାଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଟଙ୍କି ବା ଖଜଣା ଛାଡ଼ ହେବାର ଆଦେଶପତ୍ର —An order issued by a proper authority sanctioning the exemption of a land from payment of quit-rent.