ଟଙ୍କିଦାର୍

ଉଇକିଅଭିଧାନ‌ରୁ

ଟଙ୍କିଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଟଙ୍କି ଖଜଣା ଦିଆଯିବା ବୃତ୍ତିର ଅଧିକାରୀ — Holder of a tenure payinf quit-rent.

[ଦେର—ଯେଉଁ ଲାଖରାଜଦାରମାନେ ପ୍ରଥମରୁ ନିର୍ଦ୍ଧାରିତ ନାମମାତ୍ର ରାଜସ୍ୱ (ଟଙ୍କି) ଆଜି ପର୍ଯ୍ୟନ୍ତ ଦେଇ ଆସୁଛନ୍ତି ସେମାନଙ୍କ ବାହେଲ ଟଙ୍କିଦାର Confirmed Ṭaṅkidāra ଓ ଯେଉଁ ମାନଙ୍କର ସନନ୍ଦ ଆଦି ସନ୍ଦେହଜନକ ଥିବାରୁ ସେମାନଙ୍କର ଟଙ୍କି ଜମା ପରେ ସରକାର ବୃଦ୍ଧି କରିଅଛନ୍ତି ସେମାନଙ୍କୁ ବାଯ୍ୟାପ୍ତି ଟଙ୍କିଦାର Resumed Ṭaṅkidāra ବୋଲାଯାଏ]