Jump to content

ଟଙ୍କିଳ

ଉଇକିଅଭିଧାନ‌ରୁ

ଟଙ୍କିଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଟଙ୍କ୍ ଧାତୁ+ଇଳ)

[ସମ୍ପାଦନା]

ପାହାଡ଼ିଆ; ଟାଙ୍ଗର (ପ୍ରଦେଶ) — Hilly; stony; rocky; mountainous (tract)

ଦେଶଜ - ବିଶେଷଣ -

[ସମ୍ପାଦନା]

ଖଟାଳିଆ —Sour.