Jump to content

ଟଙ୍ଗଣ

ଉଇକିଅଭିଧାନ‌ରୁ

ଟଙ୍ଗଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଟଙ୍ଗ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଟାଙ୍ଗଣା; ସେହାଗା —୧. Borax.
୨. ଜଡ଼ା ହେବା; ସଂଲଗ୍ନ କରାଯିବା (ହିନ୍ଦୀ - ଶବ୍ଦସାଗର) — ୨. To be stuck to.