ଟଙ୍ଗଣ ମଙ୍ଗଣ ହେବା
ଦେଖଣା
ଟଙ୍ଗଣ ମଙ୍ଗଣ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟଙ୍ଗଣ ମଙ୍ଗଣ ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଏପାଖ ସେପାଖ ଯିବା ଆସିବା କରିବା —୧. To come and go; to ealk about.
- ୨. କିଛି କାର୍ଯ୍ୟ ନ ଥାଇ ଏ ପାଖରୁ ସେପାଖ ଚାଲିବା ବୁଲିବା; ଚାଲିଯିବା ଓ ଚାଲି ଆସିବା —୨. To take a walk up and down without having any particualr object or aim; to loaf about; to wander aimlessly.