Jump to content

ଟଙ୍ଗାରି

ଉଇକିଅଭିଧାନ‌ରୁ

ଟଙ୍ଗାରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଟଙ୍ଗ+ଅରି)

[ସମ୍ପାଦନା]

ସାନ କୁରାଢ଼ି; ଟାଙ୍ଗିଆ — Small axe.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅନୁଗୁଳର ପର୍ବତବିଶେଷ — Name of a mountain of Angul in Orissa.

[ଦ୍ରଷ୍ଟବ୍ୟ —ଏହାର ଉଚ୍ଚତା ୧୯୫୨: ଫୁଟ]