Jump to content

ଟଟ୍ଟରୀ

ଉଇକିଅଭିଧାନ‌ରୁ

ଟଟ୍ଟରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଢାଉଁ ଢାଉଁ; ଢୋଲର ଶବ୍ଦ (ହିନ୍ଦୀ - ଶବ୍ଦସାଗର) — ୧. The sound of drum-beating
୨. ବାଲିଙ୍ଗି; ବାଗାଡ଼ମ୍ୱର (ହିନ୍ଦୀ - ଶବ୍ଦସାଗର) — ୨. Boast; bombast.
୩. ଥଟ୍ଟା (ହିନ୍ଦୀ - ଶବ୍ଦସାଗର) —୩. Joke.