ଟଟ୍ଟିଯିବା
ଦେଖଣା
ଟଟ୍ଟିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟଟ୍ଟିଯିବା
|
(ଟଟଯିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମଳ ତ୍ୟାଗ କରିବା ପାଇଁ ଫାଇଖାନାକୁ ଯିବା —୧. To go to the privy to ease oneself.
- ୨. ଝାଡ଼ା ଫେରିବା — ୨. To ease one's self.
ଟଟ୍ଟିଯିବା
|
(ଟଟଯିବା—ଅନ୍ୟରୂପ)