Jump to content

ଟଣକା

ଉଇକିଅଭିଧାନ‌ରୁ

ଟଣକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ତନ୍ ଧାତୁର ଣିଜନ୍ତ ତାନି ଧାତୁ= ଆକର୍ଷଣ କରିବା; ବିସ୍ତାରିତ କରିବା)

[ସମ୍ପାଦନା]
୧. ଯେଉଁ ଦଉଡ଼ି ଦୁଇ ଗୋଟି ପଦାର୍ଥକୁ ବା ଏକ ପାଦର୍ଥର (ଯଥା— ଶଗଡ଼ର ତାଟୀର) ଦୁଇ ବୀପରିତ ଅଂଶକୁ ପରସ୍ପର ଆଡ଼କୁ ଟାଣି ଧରି ରଖେ —୧. A string which is tied to the two ends of a thing or to two things to bring them towards each other.
୨. ଶରୀରରେ ଅନୁଭୂତ ବିନ୍ଧା — ୨. Aching pain.

(ଯଥା—କାନ ଟଣକା)