ଟଣା

ଉଇକିଅଭିଧାନ‌ରୁ

ଟଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ ଧାତୁ)[ସମ୍ପାଦନା]

୧. ଟାଣିବା — ୧. Drawing out; extending; pulling.
୨. ତନ୍ତରେ ଲୁଗା ବୁଣିବା ପାଇଁ ଲମ୍ୱ ବାଗର ସୂତା ଦେବା; ଟାଣି —୨. Laying the warp in the loom.

[ଦ୍ରଷ୍ଟବ୍ୟ —ତନ୍ତରେ ଚଉଡ଼ାବାଗର ସୂତା ଦେବାକୁ ବୁଣା ତା ଭରଣି ବୋଲାଯାଏ]

୩. (ଶରୀରର) ବେଦନା —୩. Aching pain; throbbing pain; pang.

(ଯଥା—କାନଟଣା, ପେଟଟଣା)

ବିଶେଷଣ -[ସମ୍ପାଦନା]

ବିସ୍ତାରିତ ହୋଇଥିବା —Drawn; extended; pulled.