ଟଣା ଓଟରା
ଦେଖଣା
ଟଣା ଓଟରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟଣାଝିଙ୍କା, ଟଣାଟଣିଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ପର ଓଟରା ଓଟରି ବା ଝିଙ୍କାଝିଙ୍କି — ୧. Mutual pulling or straining.
- ୨. ବିଶେଷ ଭାବରେ ଟାଣିବା ବା ଝିଙ୍କିବା — ୨. Pushing or shoving; straining.
- ୩. ଏକ ବସ୍ତୁକୁ ଏକ ସମୟରେ ବିପରୀତ ଦିଗରୁ ଝିଙ୍କିବା — ୩. Pulling a thing simultaneously from opposite direction.
- ୪. (ସମୟ ବା ଧନର) ଅଭାବ; ନଅଣ୍ଟ — ୪. Want; deficiency; falling short.