ଟପିବା

ଉଇକିଅଭିଧାନ‌ରୁ

ଟପିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପଟ୍ ଧାତୁ=ଗତି କରିବା; ପଟ୍ ଧାତୁ ବ୍ୟବ— ହାରରେ ଟପ୍ ହୋଇଅଛି; କିମ୍ୱା ସଂସ୍କୃତ - ଲମ୍ଫ ଧାତୁ)[ସମ୍ପାଦନା]

୧. ଲମ୍ଫ ପ୍ରଦାନ କରି ଡ଼େଇଁ ଯିବା — ୧. To jump or leap over.
୨. ଅତିକ୍ରମ କରିବା —୨. To exceed; to pass over.

ଆରାବଲ୍ଲୀ ଶୃଙ୍ଗ ଟପି ଭେଟୁଥିଲା ଯାଇଁ ହିମଗିରି ଶିଖର ନନ୍ଦକିଶୋର. କୃଷ୍ଣକୁମାରୀ

୨. ବଳି ପଡ଼ିବା —୨. To excel.

(ଯଥା—ପାଠରେ ସେ ସମସ୍ତଙ୍କୁ ଟପି ଯାଏ)