ଟବ୍ କରି

ଉଇକିଅଭିଧାନ‌ରୁ

ଟବ୍ କରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଟବ୍କିନା, ଟବ୍କିନି, ଟବ୍କିରି, ଟବ୍ଦସ୍—ଅନ୍ୟରୂପ)

ଦେଶଜ - ଅ[ସମ୍ପାଦନା]

(ପାଣିରେ କୌଣସି ପଦାର୍ଥ ଭାରୀ ପଡ଼ି) ହଠାତ୍ (ବୁଡ଼ିଯିବା ଶବ୍ଦ) —At once, with a splash (said of a heavy thing falling and sinking in water.)