ଟମକ ନିଶାଣ

ଉଇକିଅଭିଧାନ‌ରୁ

ଟମକ ନିଶାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)[ସମ୍ପାଦନା]

ଟମକ ଓ ନିଶାଣ; ସାନ ଓ ବଡ଼ ନାଗରା —Drums big and small.

ବିନା ମାଡ଼େ ବାଜି ଯିବ ଟମକ ନିଶାଣ ପ୍ରାଚୀ. ବ୍ରହ୍ମନିରୂପଣ ଗୀତା