ଟର୍ମ
ଦେଖଣା
ଟର୍ମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. କଲେଜ, ସ୍କୁଲ ଓ କଚେରିମାନଙ୍କ ବ଼ଡ଼ବଡ଼ ଛୁଟି ମାନଙ୍କ ମଧ୍ୟରେ ବ୍ୟବଧାନ ଥିବା ସମୟ (ଯହିଁରେ କି ପିଲାମାନେ କଲେଜରେ ରହି ପାଠ ପଢ଼ନ୍ତି) — ୧. Trem in a college, school or court.
[ଦ୍ରଷ୍ଟବ୍ୟ —ଭାରତବର୍ଷରେ ଗ୍ରୀଷ୍ମଛୁଟିଠାରୁ ପୂଜା ଛୁଟି ପର୍ଯ୍ୟନ୍ତ ଗୋଟିଏ ଟର୍ମ; ପୂଜାଛୁଟିଠାରୁ ଖ୍ରିଷ୍ଟମସ୍ ଛୁଟି ପର୍ଯ୍ୟନ୍ତ ଗୋଟିଏ ଟର୍ମ]
- ୨. ଚୁକ୍ତିର ଶର୍ତ —୨. Term of an agreement.