ଟର୍ ଟର୍

ଉଇକିଅଭିଧାନ‌ରୁ

ଟର୍ ଟର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) କ୍ରି.ବିଶେଷଣ -[ସମ୍ପାଦନା]

୧. ବକ୍କା ହେଇ ଚାହିଁ ରହିବା ପ୍ରକାରେ; ବକବକ — ୧. Staringly; looking on foolishly.
୨. ସମ୍ପୂର୍ଣ୍ଣରୂପେ —୨. Fully; deeply (black).

(ଯଥା— କଲିୟା ଟର୍ ଟର୍=ତ୍ରିପଣ୍ଡକଳା; ଘୋରକୃଷ୍ଣ)

ଦିଶୁ ଥାଇସି କଲିଆ ଟର୍ ଟର୍ ପିହ୍ନି ଥାଇସି ହଲଦିଆ ଗର୍ ଗର୍ ସମ୍ୱଲପୁରୀ. ଗୀତ