ଟଳା
ଦେଖଣା
ଟଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ; ଦଳନୀ)
[ସମ୍ପାଦନା]- ୧. ବୋଲୁଅ; ବଡ଼ ଟେକା; ଲୋଷ୍ଟ୍ରା; ତେଲା; ତେଣୁଆ —୧. Clod of earth.
- ୨. ମାଟିର ବଡ଼ ବଡ଼ ଖଣ୍ଡ — ୨. Large lumps of dry earth.
- ୩. (ମାଛ, ମାଂସ, ଅଫିମ ଆଦିର) ବଡ଼ ବଡ଼ ଖଣ୍ଡ ବା ମୁଣ୍ଡା — ୩. Big pieces or bits (of a fish etc.)
(ଯଥା—ସେ ନିତି ସକାଳୁ ଅଫିମ ଟେଳାଏ ଖାଏ)
[ଦ୍ରଷ୍ଟବ୍ୟ —'ଟେଳା' 'ଟେକା' ଠାରୁ ଆକାରରେ ବଡ଼]