ଟହକ

ଉଇକିଅଭିଧାନ‌ରୁ

ଟହକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଣ— (ସଂସ୍କୃତ - ଟଣ୍ଟକ=ରକ୍ତବର୍ଣ୍ଣ)[ସମ୍ପାଦନା]

୧. ସୁନ୍ଦର; ରମଣୀୟ; ମନୋହର — ୧. Beautiful; graceful.

ଟହକହାସୀ କିଶୋରୀ ମନ, ଟକ ପରି ରସେ ବୁଡ଼ିବ ଘେନ— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

୨. ରକ୍ତବର୍ଣ୍ଣ —୨. Red.

ଟହକ ଗଛର ମହକ ଫଳ, ଉପରେ କାହିଁକି ପଡ଼ିଲୁ?—ଢ଼ଗ

(ଆମ୍ୱଗଛ ଫଳକୁ ଲକ୍ଷ୍ୟ କରି)