ଟହଲିଆ
ଦେଖଣା
ଟହଲିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଟହଲିଆଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁ. (ହିନ୍ଦୀ. ଟହଲୁଆ)
[ସମ୍ପାଦନା]- ୧. ସେବାକାରୀ; ଯେଉଁ ଚାକର ପ୍ରଭୁଙ୍କର ସେବା କରେ ବା ଆଦେଶ ବହନ କରେ — ୧. Orderly servant; personal attendant.
- ୨. ପାଇଟିଆଳ —୨. Menial servant.
- ୩. ଦେବାଳୟ ବା ମଠର ନୀଚଭୃତ୍ୟସେବାକାରୀ ବୈଷ୍ଣବ — ୩. A mendicant who does the menial duties of a temple or math.