ଟାକର ମାରିବା
ଦେଖଣା
ଟାକର ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟାକର ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଠଣା ମାରିବା; ଆଘାତ କରିବା — ୧. To rap with the knuckle.
ଟାକର ମାରି ମୋ ଆଶା, ମୁଣ୍ଡେ ଖଞ୍ଜରୀଟଦୃଶା— କବିସୂର୍ଯ୍ୟ. ସଙ୍ଗୀତ
- ୨. (ଲକ୍ଷଣାର୍ଥ) ଉପହାସ କରିବା — ୨. (figurative) To jeer at.
- ୩. (ଲକ୍ଷଣାର୍ଥ) ବଳିଯିବା; ଉତ୍କୃଷ୍ଟ ହେବା — ୩. (figurative) To excel.
ନାକରମଣୀକୁ ଟାକର ମାରୁଛି ତୋ କରପଇଠଧରା ଦାସୀ— କବସୂର୍ଯ୍ୟ. ସଙ୍ଗୀତ
ଟାକର ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବକ୍ରାଙ୍ଗୁଳି ପୃଷ୍ଠଦ୍ୱାରା କୌଣସି ବ୍ୟକ୍ତିର ମୁଣ୍ଡର ଖପୁରିରେ ଆଘାତ କରିବା