ଟାକାଟକି

ଉଇକିଅଭିଧାନ‌ରୁ

ଟାକାଟକି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଟକାଟକ୍ (ଦେଖ) - Ṭakāṭak (See)

ବିଶେଷଣ -[ସମ୍ପାଦନା]

୧. କୌଣସି କାର୍ଯ୍ୟ ନିମନ୍ତେ ପ୍ରତିଦ୍ୱନ୍ଦୀ (ଦୁଇଜଣ ବ୍ୟକ୍ତି); ସ୍ପର୍ଦ୍ଧାନ୍ୱିତ — ୧. Emulating; rival.

ଦୁଇ ମନକୁ ଦୁହେଁ ଟକାଟକି ଭାଳନ୍ତି ପ୍ରୀତି ତୁଟି ନିକି ପ୍ରାଚୀ. ରହସ୍ୟମଞ୍ଜରୀ

୨. ଜିଦାଜିଦୀ (ହେହା ବ୍ୟକ୍ତିଦ୍ୱୟ)—ଜିଦି ବା ବାଜି ମରାମରି (ହେବା ବ୍ୟକ୍ତି) —୨. Staing for competition; betting.

ଅନ୍ୟୋଽନ୍ୟରେ ଯେ ଧ୍ୱଜଦୟ ଯୁଗଳିକ ବିନ୍ଧାବିନ୍ଧି ହେଲେ ହୋଇଣ ଟାକାଟକି କୃଷ୍ଣସିଂହ. ମହାଭାରତ. ଭୂଷ୍ମ