Jump to content

ଟାକୁଆ ଗାଲ

ଉଇକିଅଭିଧାନ‌ରୁ

ଟାକୁଆ ଗାଲ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଗାଲ ଟାକୁଆ ପରି ସେମ୍ଟା ବା ଚେପଟା ହୋଇଥାଏ (ଏହା ଦନ୍ତହୀନତା ବାର୍ଦ୍ଧକ୍ୟ ଓ ଦୁର୍ବଳତାର ଚିହ୍ନ) —Hollow cheek (due to old age and ill health).