Jump to content

ଟାଙ୍କିଟୁଙ୍କି ଦେବା

ଉଇକିଅଭିଧାନ‌ରୁ

ଟାଙ୍କିଟୁଙ୍କି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ବ୍ୟଙ୍ଗ) (ତୁଳ. ପେଟେ ଠୁଙ୍କି ଦେବା, ପେଟେ ମାରି ଦେବା; ପେଟେ ଗେବି ଦେବା)

[ସମ୍ପାଦନା]

ପେଟେ ଭୋଜନ କରିବା; ପେଟ ଭର୍ତ୍ତି କରି କାଇବା —To eat one's belly-ful.

ଛୋଟା ଆନନ୍ଦରେ କଂସାକ ପଖାଳ ଟାଙ୍କିଟୁଙ୍କି ଦେଇ ସଙ୍ଗାତ ପାଖକୁ ଚାଲିଯାଏ—ଫକୀରମୋହନ. ଗଳ୍ପସ୍ୱଳ୍ପ