ଟାଙ୍କୁ ହାଣିବା

ଉଇକିଅଭିଧାନ ରୁ
Jump to navigation Jump to search

ଟାଙ୍କୁ ହାଣିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଦୁଇ ଜଙ୍ଘ ନିକଟରୁ ଗୋଡ଼କୁ ହାଣି— ଦେବା —୧. To cut a person's the legs at the thighs.
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଅକର୍ମଣ୍ୟ କରିଦେବା — ୨. (figurative). ୨. To disable a person.

(ଯଥା—ମୁଁ ତୋ ଟାଙ୍କୁ ହାଣିଦେବି)